01


The Lines On Nails: ଆପଣଙ୍କ ନଖରେ ହାଲୁକା ଧଳା ରଙ୍ଗର ଗାର ଦେଖାଯାଉଛି କି ? ଆପଣ ଏହାକୁ ନେଇ ଚିନ୍ତିତ ଅଛନ୍ତି କି ? ତେବେ ଏହାର ଅନେକ କାରଣ ହୋଇପାରେ। ଶରୀରରେ କିଛି ଭିଟାମିନର ଅଭାବ ହେତୁ ନଖରେ ଏହି ଧଳା ଗାର ଦେଖାଯାଇପାରେ । ସଫା ଏବଂ ସୁନ୍ଦର ନଖ ହାତର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ । କିନ୍ତୁ ଯଦି ନଖ ଖରାପ ହେବା, ଭାଙ୍ଗିବା, କଳା ହେବା, ହଳଦିଆ ହେବା କିମ୍ବା ନଖରେ ଗାର ପଡ଼ିବା ଆରମ୍ଭ ହୁଏ, ତେବେ ଏହା ସାଧାରଣ କଥା ନୁହେଁ ।







